न द्रव्यव्यतिरिक्तास्ति क्रिया नच न विद्यते ।
न तयापि विना कार्यं किंचनापि हि जायते ॥१५॥
na dravyavyatiriktāsti kriyā naca na vidyate |
na tayāpi vinā kāryaṃ kiṃcanāpi hi jāyate
କ୍ରିୟା ଦ୍ରବ୍ୟଠାରୁ ବ୍ୟତିରିକ୍ତ (ଭିନ୍ନ) ନୁହେଁ, ତଥାପି ତାହା ଅବିଦ୍ୟମାନ ମଧ୍ୟ ନୁହେଁ; ଆଉ ତାହା ବିନା ନିଶ୍ଚୟ କୌଣସି କାର୍ଯ୍ୟ ଜାତ (ଉତ୍ପନ୍ନ) ହୁଏ ନାହିଁ।