तथाकारगुणत्वान्न द्रव्याच्च चलनं पृथक् ।
शक्तेर्नचापि तज्ज्ञानं येन सा तन्निवेदयेत् ॥२९॥
tathākāraguṇatvānna dravyācca calanaṃ pṛthak |
śakternacāpi tajjñānaṃ yena sā tannivedayet
ଯେହେତୁ (ଦୃଷ୍ଟି-ଶକ୍ତି) ସେହି (ମୂର୍ତ୍ତ) ଆକାରର ଗୁଣ, ତେଣୁ ଦ୍ରବ୍ୟଠାରୁ ପୃଥକ୍ ତାହାର କୌଣସି ଚଳନ (ଗତି ସମ୍ଭବ) ନୁହେଁ; ଆଉ ଶକ୍ତିର ସେହି (ବିଷୟ)ର କୌଣସି ଜ୍ଞାନ ବି ନାହିଁ, ଯଦ୍ୱାରା ସେ ତାହା (ଆତ୍ମାକୁ) ନିବେଦନ (ଜଣାଇ ପାରିବ)।