नान्यथा ग्रहणं तेषां देवदत्तेन चेद्भवेत् ।
देवदत्तोऽत्र किं कुर्याच्चक्षुश्चेत् प्रेरयेद्घटे ॥२३॥
nānyathā grahaṇaṃ teṣāṃ devadattena cedbhavet |
devadatto'tra kiṃ kuryāccakṣuścet prerayedghaṭe
(ଆଉ) ସେମାନଙ୍କ ଗ୍ରହଣ ଅନ୍ୟଥା (ଚୈତନ୍ୟ ବିନା) ହୁଅନ୍ତା ନାହିଁ। ଯଦି (କୁହ) ତାହା ଦେବଦତ୍ତଦ୍ୱାରା ହୁଏ — ଦେବଦତ୍ତ ଏଠାରେ କଣ କରିପାରିବ (ଘଟକୁ ଜ୍ଞାତ କରାଇବାକୁ)? ଯଦି (କୁହ) ସେ ଘଟ ପ୍ରତି ଆଖି ପ୍ରେରିତ କରେ (— ପର ଅସୁବିଧା ବିଚାର କର)।