प्रत्येकं परमाणौ चेच्चैतन्येऽनेकचेतनाः ।
घटादयः प्रसज्यन्ते प्रमाणुकथा नहि ॥२०॥
pratyekaṃ paramāṇau ceccaitanye'nekacetanāḥ |
ghaṭādayaḥ prasajyante pramāṇukathā nahi
ଯଦି (ଆପତ୍ତି କର) ପ୍ରତ୍ୟେକ ପରମାଣୁରେ ଚୈତନ୍ୟ — ତେବେ ଘଟ ଆଦି (ପ୍ରତ୍ୟେକ) ଅନେକ ଚେତନ (କେନ୍ଦ୍ର)ଯୁକ୍ତ ହେବାର ପ୍ରସଙ୍ଗ ଆସିବ; (କିନ୍ତୁ ଆମ୍ଭ ପକ୍ଷେ) ପରମାଣୁ (ଚରମ ବାସ୍ତବ)ର କଥା ଆଦୌ ନାହିଁ (ତେଣୁ ଏ ପରିଣାମ ଆସେ ନାହିଁ)।