तत्त्वस्यैक्यं विना न स्यादेकस्यैव विरुद्धता ।
सामान्येन विशेषेण कथमेकस्य योगिता ॥७०॥
tattvasyaikyaṃ vinā na syādekasyaiva viruddhatā |
sāmānyena viśeṣeṇa kathamekasya yogitā
(ଏକ) ତତ୍ତ୍ୱର ଏକତ୍ୱ ବିନା ଗୋଟିଏ ହିଁ (ବସ୍ତୁ)ଠାରେ ବିରୁଦ୍ଧ (ଗୁଣ)ର ଧାରଣ ସମ୍ଭବ ହୁଅନ୍ତା ନାହିଁ; (ଅନ୍ୟଥା) ସାମାନ୍ୟ ଓ ବିଶେଷ ଉଭୟ ସହ ଗୋଟିଏ (ବସ୍ତୁ)ର ଯୋଗିତା କିପରି?