सुवर्णमानयेत्युक्ते शून्यता किं प्रतीयते ।
विशेषस्पर्शविरहात्कदाचिदपि युज्यते ॥६९॥
suvarṇamānayetyukte śūnyatā kiṃ pratīyate |
viśeṣasparśavirahātkadācidapi yujyate
'ସୁବର୍ଣ୍ଣ ଆଣ' ବୋଲି କହିଲେ, କଣ ଶୂନ୍ୟତା (ଶୂନ୍ୟ ଅର୍ଥ) ପ୍ରତୀତ ହୁଏ? ବିଶେଷ-ସ୍ପର୍ଶର ଅଭାବ ହେତୁ (ଅପୋହବାଦୀ ପକ୍ଷେ ଏପରି ବ୍ୟବହାର) କେବେ ବି ସମ୍ଭବ ହେବ କି?