जन्मकाले घटाभावात्संबन्धो नैव कारकैः ॥४९॥
janmakāle ghaṭābhāvātsaṃbandho naiva kārakaiḥ
(କାରଣ ବିପକ୍ଷ ମତରେ) ଜନ୍ମ କାଳରେ, ଘଟ (ତ ସେତେବେଳେ) ବିଦ୍ୟମାନ ନ ଥିବାରୁ, କାରକମାନଙ୍କ ସହ (ତାହାର) କୌଣସି ସମ୍ବନ୍ଧ ହିଁ ନାହିଁ।