अमूर्ता न च वाणूनामन्तरेव प्रवेशिता ।
प्रतिपत्तुः कथं वेत्ति घटोऽयं प्रविभेदतः ॥३१॥
amūrtā na ca vāṇūnāmantareva praveśitā |
pratipattuḥ kathaṃ vetti ghaṭo'yaṃ pravibhedataḥ
ଆଉ ଅମୂର୍ତ୍ତ ହୋଇ (ଜ୍ଞାନ) (ଘଟର) ଅଣୁମାନଙ୍କ ଭିତରକୁ ପ୍ରବେଶିତ ହୋଇ ପାରେ ନାହିଁ। (ତେବେ) ପ୍ରତିପତ୍ତା (ଜ୍ଞାତା) କିପରି 'ଏହା ଘଟ' ବୋଲି ବିଭେଦ (ନିଜ ଚେତନାଠାରୁ ଭିନ୍ନ)ରୂପେ ଜାଣେ?