Verses on the Recognition of the Lord· 4.8 / 8

Verses on the Recognition of the Lord4.8

4.8
तन् मया दृश्यते दृष्टो ऽयं स इत्य् आमृशत्य् अपि ग्राह्यग्राहकताभिन्नाव् अर्थौ भातः पमातरि ॥८॥
tan mayā dṛśyate dṛṣṭo 'yaṃ sa ity āmṛśaty api grāhyagrāhakatābhinnāv arthau bhātaḥ pamātari
— ତେଣୁ, ଏହିପରି ; — 'ତାହା ମୋଦ୍ୱାରା ଦୃଷ୍ଟ ହେଉଅଛି' ; — 'ଏହି ସେହି ଦୃଷ୍ଟ (ବ୍ୟକ୍ତି)' ; — ବୋଲି ; — ସେ ଆମର୍ଶ କରନ୍ତି ; — ମଧ୍ୟ, ସୁଦ୍ଧା ; — ଗ୍ରାହ୍ୟତା ଓ ଗ୍ରାହକତା ରୂପେ ବିଭିନ୍ନ ଦୁଇ (ଅର୍ଥ) ; — ଦୁଇ ଅର୍ଥ (ବିଷୟ ଓ ବିଷୟୀ) ; — ଆଭାସିତ ହୁଅନ୍ତି ; — (ଏକ) ପ୍ରମାତାଙ୍କଠାରେ

'ତାହା ମୋଦ୍ୱାରା ଦୃଷ୍ଟ ହେଉଅଛି', 'ଏହି ସେହି ଦୃଷ୍ଟ' — ଏହିପରି ସେ ଆମର୍ଶ ମଧ୍ୟ କରନ୍ତି; ଆଉ ଗ୍ରାହ୍ୟତା ଓ ଗ୍ରାହକତା ରୂପେ ବିଭିନ୍ନ ଦୁଇ ଅର୍ଥ ଏକ ପ୍ରମାତାଙ୍କଠାରେ ଆଭାସିତ ହୁଅନ୍ତି।