संस्पर्शतस्तदुद्बोध अन्यत्रापि तथा स्थितिः ।
स्वदेहे देवदृढता नागादिदमनार्हता ॥४३॥
saṃsparśatastadudbodha anyatrāpi tathā sthitiḥ |
svadehe devadṛḍhatā nāgādidamanārhatā
(କେବଳ) ସଂସ୍ପର୍ଶ (ସ୍ପର୍ଶ)ରୁ ସେହି (ଶକ୍ତି)ର ଉଦ୍ବୋଧ (ଜାଗରଣ), ଆଉ ଅନ୍ୟତ୍ର ମଧ୍ୟ ସେପରି ସ୍ଥିତି; (ଆଉ ଉତ୍ପନ୍ନ ହୁଏ) ନିଜ ଦେହରେ ଦେବ-ଦୃଢ଼ତା (ଦୃଢ଼ ଦେବତ୍ୱ), ନାଗ (ସର୍ପ) ଆଦିକୁ ଦମନ କରିବାର ସାମର୍ଥ୍ୟ।