बन्धमोक्षाद्यभावेन निर्मलोऽत्र करोति किम् ।
नच वा प्रत्ययं गच्छेत् झटित्येकोक्तिमात्रतः ॥९६॥
bandhamokṣādyabhāvena nirmalo'tra karoti kim |
naca vā pratyayaṃ gacchet jhaṭityekoktimātrataḥ
(ଯଦି ଆତ୍ମା) ବନ୍ଧ, ମୋକ୍ଷ ଆଦିର ଅଭାବଦ୍ୱାରା ନିର୍ମଳ (ବୋଲି ଉପଦିଷ୍ଟ ହୁଅନ୍ତା), ତେବେ ଏଠାରେ (ସାଧକ, କୌଣସି ମାର୍ଗ ବିନା) କଣ କରନ୍ତା? ଆଉ ଗୋଟିଏ ମାତ୍ର ଉକ୍ତି (କଥନ)ରୁ କେହି ଝଟିତି (ସହସା) ପ୍ରତ୍ୟୟ (ଦୃଢ଼ ବିଶ୍ୱାସ) ପ୍ରାପ୍ତ କରନ୍ତା ନାହିଁ (— ତେଣୁ କ୍ରମିକ ଉପଦେଶର ପ୍ରୟୋଜନ)।