ये तत्र पृष्ठतो वृत्तास्ते प्रत्येकममूर्तकाः ।
अमूर्तत्वेन भावानां दर्शनं नान्यथा भवेत् ॥८७॥
ye tatra pṛṣṭhato vṛttāste pratyekamamūrtakāḥ |
amūrtatvena bhāvānāṃ darśanaṃ nānyathā bhavet
ଯେଉଁ (ଅଣୁ)ଗୁଡ଼ିକ ସେଠାରେ ପଛ ପଟେ ସ୍ଥିତ, ସେମାନେ ପ୍ରତ୍ୟେକ ଆଲଗା ଆଲଗା ଅମୂର୍ତ୍ତ (ଅଥଚ ଜ୍ଞାନରେ ପ୍ରବେଶ କରନ୍ତି); (ତେଣୁ) ଭାବ (ବସ୍ତୁ)ର ଦର୍ଶନ ଅମୂର୍ତ୍ତତ୍ୱଦ୍ୱାରା ବ୍ୟତୀତ ଅନ୍ୟଥା ହୁଅନ୍ତା ନାହିଁ (ଅର୍ଥାତ୍ ସେମାନେ ଚୈତନ୍ୟ)।