दृश्यते बन्धनं तेषु धृतिः कीटादिके तथा ।
निर्वृत्या यत्र योगोऽस्ति तत्रैव शिवता स्फुटम् ॥१०॥
dṛśyate bandhanaṃ teṣu dhṛtiḥ kīṭādike tathā |
nirvṛtyā yatra yogo'sti tatraiva śivatā sphuṭam
(କାରଣ) ସେମାନଙ୍କଠାରେ ବନ୍ଧନ (ଆସକ୍ତି) ଦୃଷ୍ଟ ହୁଏ, ଆଉ ସେହିପରି କୀଟ ଆଦିଠାରେ ମଧ୍ୟ ଧୃତି (ଧରି ରଖିବା); ଆଉ ଯେଉଁଠି ନିର୍ବୃତି (ଆନନ୍ଦ) ସହ ଯୋଗ ଅଛି, ସେଠାରେ ହିଁ ଶିବତା ସ୍ପଷ୍ଟ ଭାବେ (ବାସ କରେ)।