अज्ञातेऽमुत्र याहीति प्रेर्यते केन मानसम् ।
प्रेर्यप्रेरणतत्कर्तृद्वयैक्यादुपपद्यते ॥११७॥
ajñāte'mutra yāhīti preryate kena mānasam |
preryapreraṇatatkartṛdvayaikyādupapadyate
(ଆଉ) ଅଜ୍ଞାତ ପ୍ରତି, 'ସେଠାକୁ ଯା' ବୋଲି ମାନସ (ମନ) କାହାଦ୍ୱାରା ପ୍ରେରିତ ହୁଏ? (ଏପରି ଆଦେଶ କାହାକୁ ବୋଧଗମ୍ୟ?) (ବରଂ ତାହା) କେବଳ ପ୍ରେର୍ଯ୍ୟ, ପ୍ରେରଣ ଓ ତାହାର କର୍ତ୍ତା — ଏ (ତିନିଙ୍କ) ଏକତ୍ୱଦ୍ୱାରା ଉପପନ୍ନ (ସିଦ୍ଧ)।