नानाविकाररूपेण जडतैवमवस्थिता ।
तथा सावयवत्वं च पराधीनत्वमेव च ॥२२॥
nānāvikārarūpeṇa jaḍataivamavasthitā |
tathā sāvayavatvaṃ ca parādhīnatvameva ca
(ଆପତ୍ତି ଚାଲେ:) ଏହିପରି ନାନା ବିକାରରୂପେ (ଶିବଙ୍କଠାରେ) ଜଡ଼ତା ହିଁ ଅବସ୍ଥିତ ହେବ; ସେହିପରି ସାବୟବତ୍ୱ (ଅଂଶଯୁକ୍ତ ହେବା), ଆଉ ପରାଧୀନତା (ଅନ୍ୟ ଉପରେ ନିର୍ଭରଶୀଳତା) ହିଁ —