पश्यन्त्याश्चेदविद्यात्वं तद्भोगौन्मुख्ययोगतः ।
मध्यमादेर्जडायाः किं भोगेन शबलात्मना ॥७०॥
paśyantyāścedavidyātvaṃ tadbhogaunmukhyayogataḥ |
madhyamāderjaḍāyāḥ kiṃ bhogena śabalātmanā
ଯଦି ପଶ୍ୟନ୍ତୀର ଅବିଦ୍ୟାତ୍ୱ ତାହାର ସେହି (ଫଳ) ଭୋଗ ପ୍ରତି ଔନ୍ମୁଖ୍ୟ (ଅଭିମୁଖତା) ହେତୁ — ତେବେ ଜଡ଼ ମଧ୍ୟମା ଆଦିର ଶବଳ (ବିଚିତ୍ର)ସ୍ୱରୂପ ଭୋଗଦ୍ୱାରା କଣ (ଲାଭ)?