अथ मध्यमया बाह्या भावा ग्राह्या ह्यविद्यया ।
तस्या एव हि संयोगो बुद्ध्या संकल्पनात्मना ॥३७॥
atha madhyamayā bāhyā bhāvā grāhyā hyavidyayā |
tasyā eva hi saṃyogo buddhyā saṃkalpanātmanā
ବର୍ତ୍ତମାନ ଯଦି (କୁହ) ବାହ୍ୟ ଭାବ (ବସ୍ତୁ)ସବୁ ମଧ୍ୟମାଦ୍ୱାରା ଅବିଦ୍ୟା ଯୋଗେ ଗ୍ରାହ୍ୟ — ତେବେ ସେହି (ମଧ୍ୟମା)ର ହିଁ ସଂକଳ୍ପନାସ୍ୱରୂପ ବୁଦ୍ଧି ସହ ସଂଯୋଗ (— ତେଣୁ ତାହା ଶୁଦ୍ଧ ପର ହୋଇ ପାରେ ନାହିଁ)।