Bhagavad Gītā (Kashmirian recension)· 4.10 / 42

Bhagavad Gītā (Kashmirian recension)4.10

4.10
वीतरागभयक्रोधा मन्मया मद्व्यपाश्रयाः । बहवो ज्ञानतपसा पूता मद्भावमागताः ॥ ४-१० ॥
vītarāgabhayakrodhā manmayā madvyapāśrayāḥ | bahavo jñānatapasā pūtā madbhāvamāgatāḥ || 4-10 ||
— ରାଗ-ଭୟ-କ୍ରୋଧରହିତ ; — ମନ୍ମୟ, ମଦ୍ୱ୍ୟପାଶ୍ରୟ ; — ବହୁ, ଜ୍ଞାନ-ତପସ୍ୟାଦ୍ୱାରା ; — ପୂତ ହୋଇ ମୋ ଭାବକୁ ପ୍ରାପ୍ତ ହୋଇଅଛନ୍ତି

ରାଗ-ଭୟ-କ୍ରୋଧରହିତ, ମନ୍ମୟ (ମୋ ଠାରେ ଲୀନ) ଓ ମଦ୍ୱ୍ୟପାଶ୍ରୟ (ମୋ ଠାରେ ଆଶ୍ରିତ) ବହୁ (ଜଣ) ଜ୍ଞାନ-ତପସ୍ୟାଦ୍ୱାରା ପୂତ ହୋଇ ମୋ ଭାବକୁ ପ୍ରାପ୍ତ ହୋଇଅଛନ୍ତି।