ये यथा मां प्रपद्यन्ते तांस्तथैव भजाम्यहम् ।
मम वर्त्मानुवर्तन्ते मनुष्याः पार्थ सर्वशः ॥
४-११ ॥
ye yathā māṃ prapadyante tāṃstathaiva bhajāmyaham |
mama vartmānuvartante manuṣyāḥ pārtha sarvaśaḥ ||
4-11 ||
ହେ ପାର୍ଥ, ଯେଉଁମାନେ ଯେପରି ମୋତେ ପ୍ରପନ୍ନ ହୁଅନ୍ତି, ମୁଁ ସେମାନଙ୍କୁ ସେପରି ହିଁ ଭଜନା (ଅନୁଗ୍ରହ) କରେ; ମନୁଷ୍ୟମାନେ ସବୁ ପ୍ରକାରେ ମୋ ମାର୍ଗ ଅନୁବର୍ତ୍ତନ କରନ୍ତି।