Bhagavad Gītā (Kashmirian recension)· 3.45 / 48

Bhagavad Gītā (Kashmirian recension)3.45

3.45
इन्द्रियाणि मनो बुद्धिरस्याधिष्ठानमुच्यते । एतैर्विमोहयत्येष ज्ञानमावृत्य देहिनम् ॥ ३-४५ ॥
indriyāṇi mano buddhirasyādhiṣṭhānamucyate | etairvimohayatyeṣa jñānamāvṛtya dehinam || 3-45 ||
— ଇନ୍ଦ୍ରିୟ, ମନ, ବୁଦ୍ଧି ; — ଏହାର ଅଧିଷ୍ଠାନ ବୋଲି କୁହାଯାଏ ; — ଏସବୁଦ୍ୱାରା ଏ ବିମୋହିତ କରେ ; — ଦେହୀର ଜ୍ଞାନକୁ ଆବୃତ କରି

ଇନ୍ଦ୍ରିୟ, ମନ ଓ ବୁଦ୍ଧି ଏହାର ଅଧିଷ୍ଠାନ (ଆସ୍ଥାନ) ବୋଲି କୁହାଯାଏ; ଏସବୁଦ୍ୱାରା ଏ (ଶତ୍ରୁ) ଜ୍ଞାନକୁ ଆବୃତ କରି ଦେହୀକୁ ବିମୋହିତ କରେ।