धूमेनाव्रियते वह्निर्यथाऽऽदर्शो मलेन च ।
यथोल्वेनावृतो गर्भस्तथा नेनायमावृतः ॥
३-४३ ॥
dhūmenāvriyate vahniryathā''darśo malena ca |
yatholvenāvṛto garbhastathā nenāyamāvṛtaḥ ||
3-43 ||
ଯେପରି ଅଗ୍ନି ଧୂମଦ୍ୱାରା ଆବୃତ ହୁଏ, ଦର୍ପଣ ମଳଦ୍ୱାରା, ଗର୍ଭ ଉଲ୍ବ (ଝିଲ୍ଲୀ)ଦ୍ୱାରା ଆବୃତ ହୁଏ, ସେପରି ଏ (ଜ୍ଞାନ) ତାହାଦ୍ୱାରା ଆବୃତ।