एष सूक्ष्मः परः शत्रुर्देहिनामिन्द्रियैः सह ।
सुखतन्त्र इवासीनो मोहयन्पार्थ तिष्ठति ॥
३-३९ ॥
eṣa sūkṣmaḥ paraḥ śatrurdehināmindriyaiḥ saha |
sukhatantra ivāsīno mohayanpārtha tiṣṭhati ||
3-39 ||
ହେ ପାର୍ଥ, ଏ ସୂକ୍ଷ୍ମ ଓ ପର (ବଳବାନ) ଶତ୍ରୁ ଦେହୀମାନଙ୍କ ଇନ୍ଦ୍ରିୟ ସହିତ (ଅବସ୍ଥାନ କରେ); ସୁଖତନ୍ତ୍ର (ସୁଖରେ ତତ୍ପର) ପରି ଆସୀନ ହୋଇ (ସେମାନଙ୍କୁ) ମୋହିତ କରୁ କରୁ ରହେ।