श्रेयान् स्वधर्मो विगुणः परधर्मात्स्वनुष्ठितात् ।
स्वधर्मे निधनं श्रेयः परधर्मोदयादपिः ॥
३-३५ ॥
śreyān svadharmo viguṇaḥ paradharmātsvanuṣṭhitāt |
svadharme nidhanaṃ śreyaḥ paradharmodayādapiḥ ||
3-35 ||
ଭଲ ଭାବେ ଅନୁଷ୍ଠିତ ପରଧର୍ମ ଅପେକ୍ଷା ବିଗୁଣ (ଅସମ୍ପୂର୍ଣ୍ଣ) ସ୍ୱଧର୍ମ ଶ୍ରେଷ୍ଠ; ସ୍ୱଧର୍ମରେ ମରଣ ଶ୍ରେୟ; ପରଧର୍ମ ଉଦୟ (ଉନ୍ନତି) ପ୍ରଦାନ କଲେ ମଧ୍ୟ (ଭୟାବହ)।