इन्द्रियस्येन्द्रियस्यार्थे रागद्वेषौ व्यवस्थितौ ।
तयोर्न वशमागच्छेत्तौ ह्यस्य परिपन्थिनौ ॥
३-३४ ॥
indriyasyendriyasyārthe rāgadveṣau vyavasthitau |
tayorna vaśamāgacchettau hyasya paripanthinau ||
3-34 ||
ପ୍ରତ୍ୟେକ ଇନ୍ଦ୍ରିୟର ବିଷୟରେ ରାଗ ଓ ଦ୍ୱେଷ ବ୍ୟବସ୍ଥିତ (ଅବସ୍ଥାନ କରନ୍ତି); ସେ ଦୁହିଁଙ୍କ ବଶରେ ଆସିବା ଉଚିତ ନୁହେଁ, କାରଣ ସେ ଦୁହେଁ ତାର ପରିପନ୍ଥୀ (ଶତ୍ରୁ)।