गुरूनहत्वा हि महानुभावा- ञ्छ्रेयश्चर्तुं भैक्षमपीह लोके ।
न त्वर्थकामस्तु गुरून्निहत्य भुञ्जीय भोगान् रुधिरप्रदिग्धान् ॥
२-५ ॥
gurūnahatvā hi mahānubhāvā- ñchreyaścartuṃ bhaikṣamapīha loke |
na tvarthakāmastu gurūnnihatya bhuñjīya bhogān rudhirapradigdhān ||
2-5 ||
ମହାନୁଭବ ଗୁରୁମାନଙ୍କୁ ବଧ ନ କରି ଏ ସଂସାରରେ ଭିକ୍ଷାନ୍ନ ଭୋଜନ କରିବା ବରଂ ଶ୍ରେୟ; ଅର୍ଥକାମନାରେ ଗୁରୁମାନଙ୍କୁ ବଧ କଲେ ତ ମୁଁ ରକ୍ତରେ ଲିପ୍ତ ଭୋଗ ହିଁ ଭୋଗ କରିବି।