अथवैनं नित्यजातं नित्यं वा मन्यसे मृतम् ।
तथापि त्वं महाबाहो नैनं शोचितुमर्हसि ॥
२-२७ ॥
athavainaṃ nityajātaṃ nityaṃ vā manyase mṛtam |
tathāpi tvaṃ mahābāho nainaṃ śocitumarhasi ||
2-27 ||
ଅଥବା ଯଦି ତୁମେ ଏ (ଆତ୍ମା)କୁ ନିତ୍ୟ ଜାତ ଓ ନିତ୍ୟ ମୃତ ବୋଲି ମନେ କର, ତଥାପି ହେ ମହାବାହୁ, ତୁମେ ଏହା ପାଇଁ ଶୋକ କରିବା ଉଚିତ ନୁହେଁ।