Bhagavad Gītā (Kashmirian recension)· 2.26 / 74

Bhagavad Gītā (Kashmirian recension)2.26

2.26
अव्यक्तोऽयमचिन्त्योऽयमविकार्योऽयमुच्यते । तस्मादेवं विदित्वैनं नानुशोचितुमर्हसि ॥ २-२६ ॥
avyakto'yamacintyo'yamavikāryo'yamucyate | tasmādevaṃ viditvainaṃ nānuśocitumarhasi || 2-26 ||
— ଏ ଅବ୍ୟକ୍ତ, ଅଚିନ୍ତ୍ୟ ; — ଏ ଅବିକାର୍ଯ୍ୟ ବୋଲି କୁହାଯାଏ ; — ଏଣୁ ଏହାକୁ ଏପରି ଜାଣି ; — ଶୋକ କରିବା ଉଚିତ ନୁହେଁ

ଏ (ଆତ୍ମା) ଅବ୍ୟକ୍ତ, ଅଚିନ୍ତ୍ୟ ଓ ଅବିକାର୍ଯ୍ୟ ବୋଲି କୁହାଯାଏ; ଏଣୁ ଏହାକୁ ଏପରି ଜାଣି ତୁମେ ଶୋକ କରିବା ଉଚିତ ନୁହେଁ।