Bhagavad Gītā (Kashmirian recension)· 17.20 / 28

Bhagavad Gītā (Kashmirian recension)17.20

17.20
दातव्यमिति यद्दानं दीयतेऽनुपकारिणे । देशे काले च पात्रे च तद्दानं सात्त्विकं स्मृतम् ॥ १७-२० ॥
dātavyamiti yaddānaṃ dīyate'nupakāriṇe | deśe kāle ca pātre ca taddānaṃ sāttvikaṃ smṛtam || 17-20 ||
— 'ଦାନ କରିବାକୁ ହେବ' ବୋଲି ଯେଉଁ ଦାନ ; — ଅନୁପକାରୀକୁ ଦିଆଯାଏ ; — ଯଥା-ଦେଶ ଓ କାଳରେ ଓ ପାତ୍ରକୁ ; — ସେହି ଦାନ ସାତ୍ତ୍ୱିକ ବୋଲି ସ୍ମୃତ

'ଦାନ କରିବାକୁ ହେବ' ବୋଲି ଯେଉଁ ଦାନ ଅନୁପକାରୀ (ପ୍ରତ୍ୟୁପକାର ନ କରୁଥିବା)କୁ, ଯଥା-ଦେଶ ଓ କାଳରେ ଓ ପାତ୍ରକୁ ଦିଆଯାଏ, ସେହି ଦାନ ସାତ୍ତ୍ୱିକ ବୋଲି ସ୍ମୃତ।