काममाश्रित्य दुष्पूरं दम्भमानमदान्विताः ।
असद्ग्रहाश्ताः (-श्तिः) क्रूराः प्रचरन्त्यशुचिव्रताः ॥
१६-१० ॥
kāmamāśritya duṣpūraṃ dambhamānamadānvitāḥ |
asadgrahāśtāḥ (-śtiḥ) krūrāḥ pracarantyaśucivratāḥ ||
16-10 ||
ଦୁଷ୍ପୂର (ଅତୃପ୍ୟ) କାମକୁ ଆଶ୍ରୟ କରି, ଦମ୍ଭ, ମାନ ଓ ମଦ-ଅନ୍ୱିତ, ଅସତ୍-ଗ୍ରହ (ମିଥ୍ୟା-ଧାରଣା)-ଯୁକ୍ତ, କ୍ରୂର ସେମାନେ ଅଶୁଚି-ବ୍ରତ ହୋଇ ବିଚରଣ କରନ୍ତି।