भक्त्या त्वनन्यया शक्य ह्यहमेवंविधोऽर्जुन ।
ज्ञातुं द्रष्टुं च तत्त्वेन प्रवेष्टुं च परन्तप ॥
११-५९ ॥
bhaktyā tvananyayā śakya hyahamevaṃvidho'rjuna |
jñātuṃ draṣṭuṃ ca tattvena praveṣṭuṃ ca parantapa ||
11-59 ||
କିନ୍ତୁ ହେ ଅର୍ଜୁନ, ଅନନ୍ୟ ଭକ୍ତି ଦ୍ୱାରା ହିଁ ଏପରି ରୂପର ମୋତେ ତତ୍ତ୍ୱତଃ ଜାଣିବାକୁ, ଦେଖିବାକୁ ଓ (ମୋ'ଠାରେ) ପ୍ରବେଶ କରିବାକୁ ଶକ୍ୟ, ହେ ପରନ୍ତପ।