नाहं वेदैर्न तपसा न दानेन न चेज्यया ।
शक्य एवंविधो द्रष्टुं दृष्टवानसि मां यथा ॥
११-५८ ॥
nāhaṃ vedairna tapasā na dānena na cejyayā |
śakya evaṃvidho draṣṭuṃ dṛṣṭavānasi māṃ yathā ||
11-58 ||
ତୁମେ ମୋତେ ଯେପରି ଦେଖିଲ, ସେପରି ରୂପର (ମୋତେ) ବେଦ ଦ୍ୱାରା ନୁହେଁ, ତପ ଦ୍ୱାରା ନୁହେଁ, ଦାନ ଦ୍ୱାରା ନୁହେଁ, ଯଜ୍ଞ ଦ୍ୱାରା ନୁହେଁ — ଦେଖିବାକୁ ଶକ୍ୟ ନୁହେଁ।