लेलिह्यसे ग्रसमानः समन्ता ल्लोकान्समग्रान्वदनैर्ज्वलद्भिः ।
तेजोभिरापूर्य जगत्समग्रं भास स्तवोग्राः प्रतपन्ति विष्णो ॥
११-३१ ॥
lelihyase grasamānaḥ samantā llokānsamagrānvadanairjvaladbhiḥ |
tejobhirāpūrya jagatsamagraṃ bhāsa stavogrāḥ pratapanti viṣṇo ||
11-31 ||
ହେ ବିଷ୍ଣୁ, ଜ୍ୱଳନ୍ତ ମୁଖସବୁ ଦ୍ୱାରା ସମସ୍ତ ଲୋକକୁ ଗ୍ରାସ କରୁ କରୁ ଆପଣ ସର୍ବ ଆଡ଼ୁ ଚାଟୁଅଛନ୍ତି; ସମଗ୍ର ଜଗତକୁ ତେଜ ଦ୍ୱାରା ପୂର୍ଣ୍ଣ କରି ଆପଣଙ୍କ ଉଗ୍ର ଭା (କିରଣ) ତପ୍ତ କରୁଅଛି।