Bhagavad Gītā (Kashmirian recension)· 1.35 / 47

Bhagavad Gītā (Kashmirian recension)1.35

1.35
मातुलाः श्वशुराः पौत्राः स्यालाः सम्बन्धिनस्तथा । एतान्न हन्तुमिच्छामि घ्नतोऽपि मधुसूदन ! ॥ १-३५ ॥
mātulāḥ śvaśurāḥ pautrāḥ syālāḥ sambandhinastathā | etānna hantumicchāmi ghnato'pi madhusūdana ! || 1-35 ||
— ମାମୁ, ଶ୍ୱଶୁର, ପୌତ୍ର ; — ଶ୍ୟାଳକ ଓ ସମ୍ବନ୍ଧୀମାନେ ମଧ୍ୟ ; — ଏମାନଙ୍କୁ ମୁଁ ବଧ କରିବାକୁ ଇଚ୍ଛା କରେ ନାହିଁ ; — ସେମାନେ ମୋତେ ବଧ କଲେ ମଧ୍ୟ ; — ହେ ମଧୁସୂଦନ

ହେ ମଧୁସୂଦନ, ଏମାନେ ମୋତେ ବଧ କଲେ ମଧ୍ୟ ମୁଁ ଏମାନଙ୍କୁ ବଧ କରିବାକୁ ଇଚ୍ଛା କରେ ନାହିଁ — ତ୍ରିଲୋକର ରାଜ୍ୟ ନିମନ୍ତେ ସୁଦ୍ଧା, ତ ପୃଥିବୀ ନିମନ୍ତେ ତ କଥା କଅଣ?