रूपयौवनसौभाग्यबन्धुरा सा गता दृशम् ।
दृष्ट्वा तां लक्षणैर्युक्तां योग्यां कन्यामथात्मनः ॥११६॥
rūpayauvanasaubhāgyabandhurā sā gatā dṛśam |
dṛṣṭvā tāṃ lakṣaṇairyuktāṃ yogyāṃ kanyāmathātmanaḥ
ରୂପ, ଯୌବନ ଓ ସୌଭାଗ୍ୟରେ ବନ୍ଧୁର (ମନୋହର) ସେହି (ବ୍ରାହ୍ମଣୀ) ତାଙ୍କ ଦୃଷ୍ଟିକୁ ଆସିଲା; (ଶୁଭ) ଲକ୍ଷଣଯୁକ୍ତା ତାହାକୁ ଦେଖି, ନିଜ ପାଇଁ ଯୋଗ୍ୟ କନ୍ୟା (ବୋଲି ଭାବି) —