विभुत्वेनेन्द्रियाणां ते किं वृथैव शरीरता ।
चक्षुषा चेदर्पितं मे मनसात्मन्यथार्प्यते ॥३१॥
vibhutvenendriyāṇāṃ te kiṃ vṛthaiva śarīratā |
cakṣuṣā cedarpitaṃ me manasātmanyathārpyate
ଆତ୍ମାର ବ୍ୟାପକତ୍ୱ ହେତୁ, ଇନ୍ଦ୍ରିୟମାନଙ୍କର ଶରୀରତା (ଶରୀର-ଯନ୍ତ୍ର) କଣ ତୁମ ପକ୍ଷେ ବୃଥା ହିଁ? ଯଦି (କୁହ) 'ତାହା ଆଖିଦ୍ୱାରା ମୋତେ ଅର୍ପିତ, ତା ପରେ ମନଦ୍ୱାରା ଆତ୍ମାରେ ଅର୍ପିତ ହୁଏ' (— ଏହା କେବଳ ଅସୁବିଧା ବଢ଼ାଏ)।