नाशः कटकरूपेण सद्भावः कुण्डलादिना ॥५४॥
nāśaḥ kaṭakarūpeṇa sadbhāvaḥ kuṇḍalādinā
(ଯାହାକୁ) ନାଶ (କୁହାଯାଏ ତାହା କେବଳ ସୁନାର) କଟକ (ବଳା) ରୂପେ (ରହିବା ବନ୍ଦ), (ଆଉ ତାହାର) ସଦ୍ଭାବ (ବିଦ୍ୟମାନତା) କୁଣ୍ଡଳ ଆଦି ରୂପେ (ଚାଲେ — ଦ୍ରବ୍ୟ ନ ନଷ୍ଟ ହୁଏ ନା ନୂଆ ଉତ୍ପନ୍ନ ହୁଏ)।