किं शिवत्वेन तद्व्याप्तमव्याप्तं वाभिधीयताम् ॥५५॥
kiṃ śivatvena tadvyāptamavyāptaṃ vābhidhīyatām
କୁହାଯାଉ, ସେହି (ସମଗ୍ର ଜଗତ) କଣ ଶିବତ୍ୱଦ୍ୱାରା ବ୍ୟାପ୍ତ, ନା ଅବ୍ୟାପ୍ତ (— କାରଣ ଉଭୟ ବିକଳ୍ପରେ ବିପକ୍ଷ ପରାସ୍ତ)?