अथानुभवगा बाधा नानुभूतोऽन्यथा भवेत् ।
अथेन्द्रियस्य बाध्यत्वं तत्कालं यादृगिन्द्रियम् ॥१७॥
athānubhavagā bādhā nānubhūto'nyathā bhavet |
athendriyasya bādhyatvaṃ tatkālaṃ yādṛgindriyam
ବର୍ତ୍ତମାନ ଯଦି ବାଧା ଅନୁଭବ ସମ୍ବନ୍ଧୀୟ — (ଉତ୍ତର) ଯାହା (ଥରେ) ଅନୁଭୂତ, ତାହା ଅନ୍ୟଥା ହୋଇ ପାରେ ନାହିଁ। ଅଥବା ଯଦି (କୁହ) ଇନ୍ଦ୍ରିୟର ବାଧ୍ୟତ୍ୱ — (ତେବେ ପଚାର) ସେତେବେଳେ ଇନ୍ଦ୍ରିୟ କେଉଁ ପ୍ରକାରର ଥିଲା?