मन्त्रस्तम्भनतायां हि नासौ वह्निस्तदोच्यते ॥७॥
mantrastambhanatāyāṃ hi nāsau vahnistadocyate
(ଆପତ୍ତି, ଦୃଷ୍ଟାନ୍ତଦ୍ୱାରା:) ମନ୍ତ୍ରଦ୍ୱାରା ଦହନ କରିବାକୁ ଅସମର୍ଥ ହେଲେ ଅଗ୍ନିକୁ ସେତେବେଳେ 'ଅଗ୍ନି ନୁହେଁ' ବୋଲି କୁହାଯାଏ (— ସେହିପରି ଶିବ ଶକ୍ତି ବିନା ଶିବ ହେବେ ନାହିଁ)।