The Vision of Śiva3.20
तथेच्छया समाविष्टस्तथा शक्तित्रयेण च ।
तथा तथा स्थितो भावैरतः सर्वं शिवात्मकम् ॥२०॥
tathecchayā samāviṣṭastathā śaktitrayeṇa ca |
tathā tathā sthito bhāvairataḥ sarvaṃ śivātmakam
— ସେହିପରି ; — ଇଚ୍ଛାଦ୍ୱାରା ; — ସମାବିଷ୍ଟ, ଅନୁପ୍ରବିଷ୍ଟ ; — ସେହିପରି ; — ଶକ୍ତିତ୍ରୟଦ୍ୱାରା ; — ଆଉ ; — ଏପରି ଏପରି ଭାବେ ; — ସ୍ଥିତ ; — ଭାବ (ବସ୍ତୁ)ରୂପେ ; — ତେଣୁ ; — ସବୁ କିଛି ; — ଶିବାତ୍ମକ ସେହିପରି ଇଚ୍ଛାଦ୍ୱାରା ସମାବିଷ୍ଟ, ଆଉ ସେହିପରି ଶକ୍ତିତ୍ରୟଦ୍ୱାରା (ଆବିଷ୍ଟ ହୋଇ), (ଶିବ) ଭାବ (ବସ୍ତୁ)ରୂପେ ଏପରି ଏପରି ସ୍ଥିତ; ତେଣୁ ସବୁ କିଛି ଶିବାତ୍ମକ।