2.4 अक्षादिवृत्तिभिर्हीनं देशकालादिशून्यकम् ॥४॥ akṣādivṛttibhirhīnaṃ deśakālādiśūnyakam akṣādivṛttibhiḥ — ଅକ୍ଷ (ଇନ୍ଦ୍ରିୟ) ଆଦିର ବୃତ୍ତିଦ୍ୱାରା ; hīnam — ରହିତ, ବର୍ଜିତ ; deśakālādiśūnyakam — ଦେଶ-କାଳ ଆଦିରୁ ଶୂନ୍ୟ — ଅକ୍ଷ (ଇନ୍ଦ୍ରିୟ) ଆଦିର ବୃତ୍ତିରୁ ରହିତ, ଆଉ ଦେଶ-କାଳ ଆଦିରୁ ଶୂନ୍ୟ।