The Vision of Śiva· 2.22 / 90

The Vision of Śiva2.22

2.22
गृह्णात्यथाविद्यया वा साप्यस्याः कथमास्थिता ॥२२॥
gṛhṇātyathāvidyayā vā sāpyasyāḥ kathamāsthitā
— ଗ୍ରହଣ କରେ ; — ଅଥବା ; — ଅବିଦ୍ୟାଦ୍ୱାରା ; — ବା ; — ସେହି (ଅବିଦ୍ୟା) ମଧ୍ୟ ; — ତାହାର (ପଶ୍ୟନ୍ତୀର) ; — କିପରି ; — ଅବସ୍ଥିତ ହୁଏ

ଅଥବା ଅବିଦ୍ୟାଦ୍ୱାରା ସେ ଗ୍ରହଣ କରେ କି? — ଆଉ (ଯଦି ତାହା), ସେହି (ଅବିଦ୍ୟା) ତାହା (ଶୁଦ୍ଧ ପଶ୍ୟନ୍ତୀ)ରେ କିପରି ଅବସ୍ଥିତ?