स्वशिवत्वमिवाजानन्पश्वात्मव्यपदेशतः ॥४१॥
svaśivatvamivājānanpaśvātmavyapadeśataḥ
— (ଜୀବ) ଯେପରି ନିଜ ଶିବତ୍ୱକୁ ନ ଜାଣି, 'ପଶୁ' (ବଦ୍ଧ ଜୀବ) ବ୍ୟପଦେଶ (ସଂଜ୍ଞା) ଅନୁସାରେ (ଅବସ୍ଥାନ କରନ୍ତି)।