1.37 यथा नृपः सार्वभौमः प्रभावामोदभावितः ॥३७॥ yathā nṛpaḥ sārvabhaumaḥ prabhāvāmodabhāvitaḥ yathā — ଯେପରି ; nṛpaḥ — ରାଜା ; sārvabhaumaḥ — ସାର୍ବଭୌମ ; prabhāvāmodabhāvitaḥ — ନିଜ ପ୍ରଭାବ (ମହିମା)ର ଆମୋଦ (ଆନନ୍ଦ)ଦ୍ୱାରା ଭାବିତ ଯେପରି ନିଜ ପ୍ରଭାବ (ମହିମା)ର ଆମୋଦ (ଆନନ୍ଦ)ଦ୍ୱାରା ଭାବିତ ଏକ ସାର୍ବଭୌମ ରାଜା —