Verses on the Recognition of the Lord15.18
जनस्यायत्नसिद्ध्यर्थम् उदयाकरसूनुना
ईश्वरप्रत्यभिज्ञेयम् उत्पलेनोपपादिता ॥१८॥
janasyāyatnasiddhyartham udayākarasūnunā
īśvarapratyabhijñeyam utpalenopapāditā
— ଲୋକଙ୍କର ; — ଅଯତ୍ନ-ସିଦ୍ଧି (ଅନାୟାସ-ପ୍ରାପ୍ତି) ନିମିତ୍ତ ; — ଉଦୟାକରଙ୍କ ପୁତ୍ରଦ୍ୱାରା ; — ଈଶ୍ୱର-ପ୍ରତ୍ୟଭିଜ୍ଞା ; — ଏହି ; — ଉତ୍ପଳ (ଦେବ)ଦ୍ୱାରା ; — ଉପପାଦିତ (ପ୍ରସ୍ତୁତ) ହେଲା ଲୋକଙ୍କର ଅଯତ୍ନ-ସିଦ୍ଧି (ଅନାୟାସ-ପ୍ରାପ୍ତି) ନିମିତ୍ତ ଉଦୟାକରଙ୍କ ପୁତ୍ର ଉତ୍ପଳ (ଦେବ)ଦ୍ୱାରା ଏହି ଈଶ୍ୱର-ପ୍ରତ୍ୟଭିଜ୍ଞା ଉପପାଦିତ (ପ୍ରସ୍ତୁତ) ହେଲା।