Verses on the Recognition of the Lord15.1
स्वात्मैव सर्वजन्तूनाम् एक एव महेश्वरः
विश्वरूपो ऽहम् इदम् इत्य् अखण्डामर्शबृंहितः ॥१॥
svātmaiva sarvajantūnām eka eva maheśvaraḥ
viśvarūpo 'ham idam ity akhaṇḍāmarśabṛṃhitaḥ
— ନିଜ ଆତ୍ମା ହିଁ ; — ସର୍ବ ଜନ୍ତୁ (ପ୍ରାଣୀ)ଙ୍କର ; — ଏକ ମାତ୍ର ; — ମହେଶ୍ୱର ; — ବିଶ୍ୱରୂପ ; — 'ମୁଁ ଏହି (ବିଶ୍ୱ)' ; — ବୋଲି ; — ଅଖଣ୍ଡ ଆମର୍ଶଦ୍ୱାରା ବୃଂହିତ (ପୁଷ୍ଟ) ସର୍ବ ଜନ୍ତୁ (ପ୍ରାଣୀ)ଙ୍କ ନିଜ ଆତ୍ମା ହିଁ ଏକ ମାତ୍ର ମହେଶ୍ୱର, ବିଶ୍ୱରୂପ, 'ମୁଁ ଏହି (ବିଶ୍ୱ)' ବୋଲି ଅଖଣ୍ଡ ଆମର୍ଶଦ୍ୱାରା ବୃଂହିତ (ପୁଷ୍ଟ)।