यत्र काले त्वनावृत्तिमावृत्तिं चैव योगिनः ।
प्रयाता यान्ति तं कालं वक्ष्यामि भरतर्षभ ॥
८-२३ ॥
yatra kāle tvanāvṛttimāvṛttiṃ caiva yoginaḥ |
prayātā yānti taṃ kālaṃ vakṣyāmi bharatarṣabha ||
8-23 ||
ହେ ଭରତର୍ଷଭ, ଯେଉଁ କାଳରେ ପ୍ରୟାଣ କରୁଥିବା ଯୋଗୀମାନେ ଅନାବୃତ୍ତି (ଅଫେରନ୍ତା) ଓ ଆବୃତ୍ତି (ଫେରନ୍ତା) ପ୍ରାପ୍ତ କରନ୍ତି, ସେହି କାଳ ମୁଁ କହିବି।