लभन्ते ब्रह्मनिर्वाणमृषयः क्षीणकल्मषाः ।
छिन्नद्वैधा यतात्मानः सर्वभूतहिते रताः ॥
५-२५ ॥
labhante brahmanirvāṇamṛṣayaḥ kṣīṇakalmaṣāḥ |
chinnadvaidhā yatātmānaḥ sarvabhūtahite ratāḥ ||
5-25 ||
ଯେଉଁ ଋଷିମାନଙ୍କର କଲ୍ମଷ କ୍ଷୀଣ ହୋଇଛି, ଯେଉଁମାନଙ୍କ ଦ୍ୱୈଧ (ସଂଶୟ) ଛିନ୍ନ, ଯେଉଁମାନେ ଯତାତ୍ମା (ସଂଯତ-ଆତ୍ମା) ଓ ସର୍ବଭୂତର ହିତରେ ରତ, ସେମାନେ ବ୍ରହ୍ମନିର୍ବାଣ ପ୍ରାପ୍ତ କରନ୍ତି।