तस्मादज्ञानसम्भूतं हृत्स्थं ज्ञानासिनात्मनः ।
छित्वैवं संशयं योगमातिष्ठोत्तिष्ठ भारत ॥
४-४२ ॥
tasmādajñānasambhūtaṃ hṛtsthaṃ jñānāsinātmanaḥ |
chitvaivaṃ saṃśayaṃ yogamātiṣṭhottiṣṭha bhārata ||
4-42 ||
ଏଣୁ ହେ ଭାରତ, ଅଜ୍ଞାନରୁ ଉତ୍ପନ୍ନ, ହୃଦୟସ୍ଥ ଏହି ସଂଶୟକୁ ଆତ୍ମ-ଜ୍ଞାନରୂପୀ ଖଡ଼୍ଗଦ୍ୱାରା ଛେଦନ କରି ଯୋଗରେ ସ୍ଥିତ ହୁଅ, ଉଠ।