निराशीर्यतचित्तात्मा त्यक्तसर्वपरिग्रहः ।
शारीरं केवलं कर्म कुर्वन्नाप्नोति किल्बिषम् ॥
४-२१ ॥
nirāśīryatacittātmā tyaktasarvaparigrahaḥ |
śārīraṃ kevalaṃ karma kurvannāpnoti kilbiṣam ||
4-21 ||
ନିରାଶୀ, ସଂଯତ-ଚିତ୍ତ ଓ ସଂଯତ-ଆତ୍ମା, ସମସ୍ତ ପରିଗ୍ରହ ତ୍ୟାଗ କରି, କେବଳ ଶାରୀରିକ କର୍ମ କରୁ କରୁ ସେ କିଲ୍ବିଷ (ପାପ) ପ୍ରାପ୍ତ ହୁଏ ନାହିଁ।